Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ଆନନ୍ଦପୁର: ଢେଙ୍କା ଅଞ୍ଚଳରେ ବୁଲିଲା ନରହନ୍ତା ଦନ୍ତା, ଲୋକେ ଆତଙ୍କିତ

Anandapur, Kendujhar | Dec 20, 2025
ହାଟଡିହି ବ୍ଲକ ବିଦ୍ୟାଧରପୁର, ଢେଙ୍କା, ସୋସୋ ଅଞ୍ଚଳରେ  ଆଜି ସକାଳୁ ସକାଳୁ  ନରହନ୍ତା ଦନ୍ତା ବୁଲୁଥିବା ଦେଖି  ଲୋକେ ଆତଙ୍କିତ ହୋଇପଡିଥିଲେ। ହାତୀଟି ବିଦ୍ୟାଧରପୁର ନିକଟରୁ ବାହାରି  ଢେଙ୍କା, ସଙ୍ଗମ ଦେଇ ବଉଳା ପାହାଡ଼ କଡେ କଡେ ଯାଇ ହଦଗଡ଼ ଜଙ୍ଗଲରେ ଆଜି ଅପରାହ୍ଣ ୪ଟା ପର୍ଯ୍ୟନ୍ତ ରହିଛି.।  ହାତୀଟି ଗତକାଲି ବାଲେଶ୍ୱର ଜିଲ୍ଲା ଖଇରା ଅଞ୍ଚଳରେ ଜଣେ ବୃଦ୍ଧଙ୍କୁ ମାରିଥିବା ସୂଚନା ମିଳିଛି।    ଶହ ଶହ ଲୋକ ହାତୀ ଦେଖିବାକୁ ଯାଉଥିବାରୁ ପୋଲିସ ପକ୍ଷରୁ ଲୋକଙ୍କୁ ହାତୀ ନିକଟକୁ ନଜିବାକୁ ବାରଣ କରାଯାଉଛି।

MORE NEWS