Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews

ଆନନ୍ଦପୁର: ମୌଦା ଗ୍ରାମରେ ବଡ ଧରଣର ଲୁଟ, ଗ୍ରିଲ ତାଲା ଭାଙ୍ଗି ଲୁଟିନେଲେ ସୁନା ଗହଣା ଓ ନଗଦ ଟଙ୍କା

Anandapur, Kendujhar | Dec 21, 2025
ସୋସୋ ଥାନା ମୌଦା ଗ୍ରାମରେ ଗତକାଲି ରାତିରେ ବଡ ଧରଣର ଲୁଟ ହୋଇଛି।   ଶ୍ୟାମ ସୁନ୍ଦର ପାଣିଗ୍ରାହୀଙ୍କ ଘରେ କେହି ରହିନଥିବା ସୁଯୋଗରେ ଦୁର୍ବୁତ୍ତ ମାନେ ଗ୍ରିଲ ତାଲା ଭାଙ୍ଗି ଘର ଭିତରୁ ୫ ଭରି ରୁ ଉର୍ଦ୍ଧ  ସୁନା ଗହଣା ଓ ନଗଦ ୫ଲକ୍ଷ ଟଙ୍କା ଲୁଟିନେଇ ଛନ୍ତି। ଆଜି ସକାଳୁ ଶ୍ୟାମ ସୁନ୍ଦରଙ୍କ ପୁଅ ସୁବ୍ରତ ଘରକୁ ଫେରିବା ପରେ ଲୁଟ ସମ୍ପର୍କରେ ଜାଣିବା ପରେ ସୋସୋ ଥାନାରେ ଅଭିଯୋଗ କରିବା ପରେ ସୋସୋ ପୋଲିସ  ଅପରାହ୍ନ ୩ଟାରେ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

MORE NEWS

ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଉପଲକ୍ଷେ #ଘସିପୁରା_ବ୍ଲକ_ଦେଓଗାଁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ।
#BikasaraDharaOdishaSara  #CMOOdisha #BJPOdisha
#Deogaon  #ghasipura #kendujhar #Odisha #kendujharhalchal

ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଉପଲକ୍ଷେ #ଘସିପୁରା_ବ୍ଲକ_ଦେଓଗାଁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ। #BikasaraDharaOdishaSara #CMOOdisha #BJPOdisha #Deogaon #ghasipura #kendujhar #Odisha #kendujharhalchal

Anandapur, Kendujhar | Jun 24, 2026

ଶେଷ ହେଲା ଘସିପୁରା ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ହେଉଥିବା ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ,ସରକାର କାର୍ଯ୍ୟକାରୀ କରୁଥିବା ଯୋଜନାର କିପରି ସଫଳ ରୂପାୟନ ହେବ ତାହା କୁ କେନ୍ଦ୍ରକରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥବା ଅତିଥି ମାନେ ପ୍ରକାଶ କରିଛନ୍ତି।
#BikasaraDharaOdishaSara  #CMOOdisha #BJPOdisha
#ghasipurablock   #ghasipura #kendujhar #Odisha
#kendujharhalchal

ଶେଷ ହେଲା ଘସିପୁରା ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ହେଉଥିବା ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ,ସରକାର କାର୍ଯ୍ୟକାରୀ କରୁଥିବା ଯୋଜନାର କିପରି ସଫଳ ରୂପାୟନ ହେବ ତାହା କୁ କେନ୍ଦ୍ରକରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥବା ଅତିଥି ମାନେ ପ୍ରକାଶ କରିଛନ୍ତି। #BikasaraDharaOdishaSara #CMOOdisha #BJPOdisha #ghasipurablock #ghasipura #kendujhar #Odisha #kendujharhalchal

Anandapur, Kendujhar | Jun 24, 2026

ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଉପଲକ୍ଷେ ଘସିପୁରା ବ୍ଲକ ମଛାଳୋ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ।
#BikasaraDharaOdishaSara  #CMOOdisha #BJPOdisha
#machhalo #ghasipura #kendujhar #Odisha
#kendujharhalchal

ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଉପଲକ୍ଷେ ଘସିପୁରା ବ୍ଲକ ମଛାଳୋ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ। #BikasaraDharaOdishaSara #CMOOdisha #BJPOdisha #machhalo #ghasipura #kendujhar #Odisha #kendujharhalchal

Anandapur, Kendujhar | Jun 23, 2026

ଆନନ୍ଦପୁର: ମୌଦା ଗ୍ରାମରେ ବଡ ଧରଣର ଲୁଟ, ଗ୍ରିଲ ତାଲା ଭାଙ୍ଗି ଲୁଟିନେଲେ ସୁନା ଗହଣା ଓ ନଗଦ ଟଙ୍କା - Anandapur News