Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews

ପୋଲସରା: କେନ୍ଦୁବାଡି, ବାଲିଛାଇ ଗ୍ରାମର ଦୁଇ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ପୂର୍ବତନ ମନ୍ତ୍ରୀ

Polasara, Ganjam | Jul 31, 2025
ଗଞ୍ଜାମ ଜିଲ୍ଲା ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୋଲସରା ବ୍ଲକ ର କେନ୍ଦୁବାଡି, ବାଲିଛାଇ ଗ୍ରାମ ଗ୍ରସ୍ତ କରିଛନ୍ତି ପୋଲସରା ପୂର୍ବତନ ବିଧାୟକ ତଥା ପୂର୍ବତନ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ l ସେ ଦୁଇ ଗ୍ରାମରେ ପହଞ୍ଚି ଦଳୀୟ କର୍ମୀ ଙ୍କ ସହ ଦଳ ସଂଗଠନ ନେଇ ଆଲୋଚନା କରିଥିଲେ ପରେ ଗ୍ରାମର ମୃତକ ଙ୍କ ପରିବାର କୁ ସାକ୍ଷାତକରୀ ସମବେଦନା ଜଣାଇଛନ୍ତି l