ଭୁବନେଶ୍ୱର: ଭୁବନେଶ୍ୱରରେ ଲାଞ୍ଚ ନେବା ବେଳେ ଧରାପଡିଲେ ଯନ୍ତ୍ରୀ, ୨୧ ଲକ୍ଷରୁ ଅଧିକ ଟଙ୍କା ଜବତ
Bhubaneswar, Khordha | Oct 17, 2026
କଟକ ଜଗତପୁର ମହାନଦୀ ନର୍ଥ ଡିଭିଜନର ନିରୀକ୍ଷଣ ଯନ୍ତ୍ରୀ ପ୍ରଶନଜିତ୍ ଦାସଙ୍କୁ ଲାଞ୍ଚ ଟଙ୍କା ସହ କାବୁ କଲା ଭିଜିଲାନ୍ସ। ଗାଡ଼ି ଓ ଘରୁ ମୋଟ ୨୧ ଲକ୍ଷରୁ ଅଧିକ ଟଙ୍କା ଜବତ।