ବୋରିଗୁମ୍ମା: ବୋଡିଗାଁରେ ଭାଲୁ ଆକ୍ରମଣରେ ଗୁପ୍ତେଶ୍ଵର ଗୁରୁତର ଚୋଟିଲା
ବୋଡିଗାଁ ଗ୍ରାମରେ ଭାଲୁ ଆକ୍ରମଣରେ ଗୁପ୍ତେଶ୍ଵର ନାମକ ବ୍ୟକ୍ତି ଗୁରୁତର ହୋଇଛନ୍ତି। ତାଙ୍କୁ ଆରମ୍ଭରେ କୁମୁଲି ଓ ବୋରିଗୁମ୍ମା ମେଡ଼ିକାଲ ନେଇଯାଯାଇଥିଲା ଓ ପରବର୍ତ୍ତୀ ଅବସ୍ଥା ପାଇଁ ଜୟପୁର ହସପିଟାଲ କୁ ସ୍ଥାନାନ୍ତର କରାଯାଇଛି। ଗ୍ରାମବାସୀ ବନ ବିଭାଗ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବା ଦାବି କରୁଛନ୍ତି।