Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
Uttarpradesh

#ଇଣ୍ଡିଆନ_ମେଡିକାଲ_ଆସୋସିଏସନ_ଯାଜପୁର_ର_ମିଡ଼_ଟର୍ମ_ସି_ଏମ_ଇ_ଅନୁଷ୍ଠିତ ଯାଜପୁର ଗୌତମ ବୁଦ୍ଧ ସଂସ୍କୃତି ଭବନରେ ଇଣ୍ଡିଆନ ମେଡିକାଲ ଆସୋସିଏସନ ର ଏକ ମିଡ଼ ଟର୍ମ ସି ଏମ ଇ ଅନୁଷ୍ଠିତ ହୋଇଯାଇଛି। ଏହି ମେଗା କାର୍ଯ୍ୟକ୍ରମ ରେ ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡାକ୍ତର ମାନେ ହେଉଛନ୍ତି ଏ ସମାଜ ର ଅଭିନ୍ନ ଅଙ୍ଗ ଓ ଦ୍ୱିତୀୟ ଭଗବାନ ରୂପେ ବର୍ଣନା କରିଥିଲେ। ଏହି ଅବସରରେ ଇଣ୍ଡିଆନ ମେଡିକାଲ ଆଶୋସିଏସନ ଯାଜପୁର ୟୁନିଟର ସଭାପତି ଡା କ୍ଷୀରୋଦ ଚନ୍ଦ୍ର ମହାନ୍ତିଙ୍କ ଅଧକ୍ଷତା ରେ ସମ୍ମାନିତ ଅତିଥି ଭାବେ ଇଣ୍ଡିଆନ ମେଡିକାଲ ଆସୋସିଏସନ ରାଜ୍ୟ ସଭାପତି ଡା ହରେକୃଷ୍ଣ ନାୟକ, ଜିଲ୍ଲା ସମ୍ପାଦକ ଡା ଅନୁପ ନାଥ ଶର୍ମା, କାର୍ଯ୍ୟକାରୀ ସଭାପତି ଡା କାର୍ତିକ ରାଉତ ଉପସ୍ଥିତ ରହିଥିଲେ। ସର୍ବ ପ୍ରଥମେ ପ୍ରଫେସର ଡା ଅତନୁ ମହାନ୍ତି ଅସ୍ତିସଲ୍ୟ ବିଭାଗ ର ବିଭିନ୍ନ ରୋଗ ଉପରେ ଆଲୋକପାତ କରିଥିଲେ, ରୋବୋଟିକ ସର୍ଜରୀ ଉପରେ ପ୍ରଫେସର ଡା ଶ୍ରୀଜୟ ମିଶ୍ର ବ୍ୟାଖ୍ୟା କରିଥିଲେ। ମଧୁମେହ ରୋଗ ର ବିଶେସଂଜ୍ଞ ପ୍ରଫେସର ଡା ଅଭୟ ସାହୁ ଯୋଗ ଦେଇ ଏବେ ବହୁଳ ଭାବେ ବ୍ୟାପି ଚାଲିଥିବା ମଧୁମେହ ରୋଗ କୁ କିପରି ସଚେତନ ହେବ କିପ୍ରକାର ଜୀବନ ଶୈଳୀ ରହିବା ଉଚିତ ସେ ବିଷୟରେ ବିକ୍ଷିପ୍ତ ଭାବେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବହୁ ବିଶେଷଜ୍ଞ ଡାକ୍ତର ମାନଙ୍କ ଦ୍ୱାରା ବିଭିନ୍ନ ରୋଗ ଓ ତାର ନିରାକରଣ ଏବଂ ନୂତନ ଔଷଧ ଉପରେ ବିକ୍ଷିପ୍ତ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଯାଜପୁର ଜିଲ୍ଲାର ଡାକ୍ତର ଙ୍କ ସହିତ ବିଭିନ୍ନ ଜିଲ୍ଲାର ଅଭିଜ୍ଞ ଡାକ୍ତର ମାନେ ଅଂଶଗ୍ରହଣ କରିଥିଲେ। #JajpurNews #jajpurkhabar #aeiodisha #Aeiodisha #lntvnetwork