ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସାମ୍ବାଦିକ ସଂଘ (GDUJ) ର ନୂତନ କର୍ମକର୍ତ୍ତା ଚୟନ
ଗଜପତି ଜିଲ୍ଲା ସାମ୍ବାଦିକ ସଂଘର ଦ୍ବିବାର୍ଷିକ ବୈଠକ ଅନୁଷ୍ଠିତ ହୋଇଛି। ବସନ୍ତ ପଣ୍ଡା ସଭାପତି ଓ ଆଦର୍ଶ ଦାଶ ସଂପାଦକ ଭାବେ ପୁନଃ ନିର୍ବାଚିତ ହୋଇଛନ୍ତି। ଏହି ଅବସରରେ ମୋହନା, ଗୁମ୍ମା ଓ ପାରଳାଖେମୁଣ୍ଡିରୁ ଅନେକ ସାମ୍ବାଦିକ ସଂଘରେ ଯୋଗ ଦେଇଛନ୍ତି।