କଟକ ପୌରାଞ୍ଚଳ: କଟକ ମେୟରଙ୍କ 'ଆପଣ କେମିତି ଅଛନ୍ତି' କାର୍ଯ୍ୟକ୍ରମ: ପହଞ୍ଚିଲେ ଡ଼ଃ ପ୍ରଭାତ କୁମାର ମିଶ୍ରଙ୍କ ପାଖରେ
କଟକ ମେୟର 'ଆପଣ କେମିତି ଅଛନ୍ତି' କାର୍ଯ୍ୟକ୍ରମରେ ରେଭେନ୍ସା କଲେଜର ପୂର୍ବତନ ଅଧ୍ୟକ୍ଷ ଡ଼କ୍ଟର ପ୍ରଭାତ କୁମାର ମିଶ୍ରଙ୍କୁ ଭେଟି ତାଙ୍କ ସ୍ଵାସ୍ଥ୍ୟବସ୍ଥା ଓ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି।