Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
यूपी
कानपुर
Pm
Uttarpradesh

ତେଲକୋଇ: କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ କନ୍ତଲେଇ ଗାଁରେ ଗୋଠ ଛଡ଼ା ଦନ୍ତା । ଅଞ୍ଚଳରେ ଭୟର ବାତାବରଣ । ଭୟଙ୍କର ଶଦ୍ଦରେ ପ୍ରକମ୍ପିତ

Telkoi, Kendujhar | Dec 14, 2025
କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ କନ୍ତଲେଇ ଗାଁରେ ଗୋଠ ଛଡ଼ା ଦନ୍ତା । ଅଞ୍ଚଳରେ ଭୟର ବାତାବରଣ । ଭୟଙ୍କର ଶଦ୍ଦରେ ପ୍ରକମ୍ପିତ ହେଉଛି ଅଞ୍ଚଳ । ପନିପରିବା ନଷ୍ଟ କରିବା ସହିତ ଏକ ପ୍ରକାର ଭୟର ଆତଙ୍କ ସୃଷ୍ଟି କରୁଛି ହାତୀଟି । ଆଜି ରାତ୍ରୀ ୧୧.୪୦ ମି. ସମୟର ସୂଚନା । ହାତୀକୁ କଡ଼ା ନଜର ରଖିଛି ବନବିଭାଗ ।