ରାଇରଙ୍ଗପୁୁର: ମୟୂରଭଞ୍ଜ ହାଟବାଦଡ଼ାରେ ଦୁର୍ଗାପୂଜା: ସାଂସଦ ନବ ଚରଣ ମାଝିଙ୍କ ମଣ୍ଡପ ପରିଦର୍ଶନ
ମୟୂରଭଞ୍ଜ ଜିଲ୍ଲା ହାଟବାଦଡ଼ାରେ ଶାରଦୀୟ ଦୁର୍ଗାପୂଜା ଧୁମ୍ଧାମ୍ରେ ପାଳିତ। ମୁଖ୍ୟ ଅତିଥି ଭାବେ ସାଂସଦ ନବ ଚରଣ ମାଝି ଯୋଗଦେଇ ବିଭିନ୍ନ ପୂଜା ମଣ୍ଡପ ବୁଲି ଦେଖିବା ସହ ଶ୍ରଦ୍ଧାଳୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।