🚨 କୋରାପୁଟ ମେଘରାଜରେ ବଡ଼ଧରଣର ଚୋରି! 🚨
ଗୋଟିଏ ରାତିରେ ମାମୁ-ଭଣଜାଙ୍କ ଘରୁ ଲୁଟ୍! ଘରେ କେହି ନଥିବାର ସୁଯୋଗ ନେଇ ତାଲା ଭାଙ୍ଗି ପ୍ରାୟ ୫୦ ତୋଳା ସୁନା ସହ ଲକ୍ଷାଧିକ ଟଙ୍କା ନଗଦ ଚୋରି ହୋଇଥିବା ଅଭିଯୋଗ।
ଚୋରି ଘଟଣା ପରେ ମେଘରାଜ ଅଞ୍ଚଳରେ ଭୟଭୀତ ସ୍ଥାନୀୟ ବାସିନ୍ଦା। ଅଞ୍ଚଳରେ ବାରମ୍ବାର ଚୋରି ହେଉଥିବାରୁ କଡ଼ାକଡ଼ି ପାଟ୍ରୋଲିଂ ଓ ସୁରକ୍ଷା ବ୍ୟବସ୍ଥା ବଢ଼ାଇବାକୁ ଦାବି।
📍 ମେଘରାଜ, କୋରାପୁଟ
#KoraputNews #Meghraj #Koraput #CrimeNews #Theft #OdishaNews #କୋରାପୁଟ #ମେଘରାଜ #ଚୋରି
Koraput Town, Koraput | Aug 18, 2026