Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews

ବରୀ ରାମଚନ୍ଦ୍ରପୁର: ଜୟ ଜଗନ୍ନାଥ ବ୍ଲକ ସଂକୀର୍ତନ କଳା ପରିଷଦ ପକ୍ଷରୁ ଯାଜପୁର ଟାଉନ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଜୟ ଜଗନ୍ନାଥ ବ୍ଲକ ସଂକୀର୍ତନ କଳା ପରିଷଦ ପକ୍ଷରୁ ଯାଜପୁର ଟାଉନ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ l ଯାଜପୁର ଜିଲ୍ଲା ବରୀ ବ୍ଲକ ପକ୍ଷରୁ ଜୟସଂକୀର୍ତନ କଳା ପରିଷଦ ର ସଭାପତିଙ୍କ ନେତୃତ୍ୱରେ ଜଗନ୍ନାଥ ବ୍ଲକ ସଂକୀର୍ତନ କଳାପରିଷଦପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଯାଜପୁର ଅତିରିକ୍ତ ଜ଼ିଲ୍ଲାପାଳ ନୀଳମଣି ଦାସଙ୍କ ଜରିଆରେ ଦାବି ପ୍ରଦାନ କରାଯାଇଛି l ଯାଜପୁର ଜିଲ୍ଲା କଳାକାର ସଂଘ ର ସଭାପତି ହରିହର ସ୍ୱାଇଁ, ଜଗନ୍ନାଥ ର ସଭାପତି ନୀଳମଣି ଦାସ, ନଟବର ମହାନ୍ତି ଙ୍କ ସମେତ ଶତାଧିକ କଳାକାରମାନେ ସାମିଲ ହୋଇଥିଲେ l

MORE NEWS