Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Crime
Bollywood
दिल्ली
Patna
Breakingnews
Madhya_pradesh
Mp
उत्तरप्रदेश
Nsui
Pmmodi
Rahulgandhi
Uttarpradesh
Haryana
Cricket
Lucknow
Uttarakhand
Sambalpur
Jabalpur
angulexpress39
ପିଙ୍ଗୁଆ ଗ୍ରାମର ସମୀରକାନ୍ତ ଦାସଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ, ଶୋକସଭାରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ଅଞ୍ଚଳବାସୀ । #angulexpress
Anugul, Angul
| Oct 6, 2026
#angulexpress
MORE NEWS
#ଅନୁଗୋଳରେ_କଥା_କଥାକେ_ଫୁଟୁଛି_ଗୁଳି #ଗୁଳି_ମାଡ଼ରେ_ଜଣେ_ମୃତ। ଘଟଣା ଘଟିଛି ବନ୍ତଳା ଗାଁ ନିମ ଛକରେ ' ସାମାନ୍ୟ ବଚସାରୁ ଏଭଳି କାଣ୍ଡ ଘଟିଥିବା ସୂଚନା। #mudercase #anugul #Bantala #angulexpress #CrimeNews #gunfiring #sizedgun #Odisha #OdishaNews #highlight #follower
Anugul, Angul | Oct 7, 2026
ବନ୍ତଳାରେ ଗୁଳିକାଣ୍ଡ, ଯୁବକ ମୃତ୍ୟୁ ଅନୁଗୋଳ: ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବନ୍ତଳା ଗାଁ ନିମସାହି ଛକ ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ଗୁଳିକାଣ୍ଡ ଘଟିଛି। ଗୁଳିମାଡ଼ରେ ବନ୍ତଳା ଗ୍ରାମର ଶରତ ଚନ୍ଦ୍ର ପ୍ରଧାନଙ୍କ ପୁଅ ଶୁସାନ୍ତ ପ୍ରଧାନ (୩୫) ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଆହତ ଶୁସାନ୍ତଙ୍କୁ ପ୍ରଥମେ ବନ୍ତଳା ମେଡିକାଲରେ ଚିକିତ୍ସା କରାଯାଇଥିଲା। ପରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଉଥିବା ଜଣାପଡ଼ିଛି। ଗୁଳିକାଣ୍ଡର କାରଣ ଓ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ତତ୍କାଳ ସ୍ପଷ୍ଟ ସୂଚନା ମିଳିନାହିଁ। ଘଟଣାକୁ ନେଇ ବନ୍ତଳା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି#ଅନୁଗୋଳ#ଦମନ ବାଣୀ ଲାଇଭ
Anugul, Angul | Oct 6, 2026
ଜୟପାଟଣାରେ ମଦ ବିରୋଧରେ ମହିଳାଙ୍କ ଆନ୍ଦୋଳନ#କଳାହାଣ୍ଡି#ଦମନବାଣୀ ଲାଇଭ
Anugul, Angul | Oct 6, 2026
୧୪୯ ନମ୍ବର ଜାତୀୟ ରାଜପଥର ଶୋଚନୀୟ ଅବସ୍ଥା ନେଇ ରାସ୍ତା ଅବରୋଧ କଲେ ତାଳଚେର ସରକାରୀ ମହାବିଦ୍ୟାଳୟ ର Abvp କଲେଜ ଛାତ୍ର। #ABVPOdisha #ABVP #talcher #angulexpress
Anugul, Angul | Oct 6, 2026
ତାଳଚେର ପୌର ନିର୍ବାହୀ ଅଧିକାରୀଙ୍କ ନାମରେ ମାଳମାଳ ଦୁର୍ନୀତିର ଅଭିଯୋଗ ଆଣିଲେ ଯୁବ ଆଇନଜୀବୀ ରାଜେଶ ଦାସ। #talcherpollution #talcher #anguldistrictadministration #anugul #angulexpress #RajeshDas
Anugul, Angul | Oct 6, 2026
ଅନୁଗୁଳ ଗସ୍ତରେ ଆସି ସିକିଲ ସେଲ ମୁକ୍ତ ଓଡିଶା ମାଗଣା ଟିକା ଦାନ କାର୍ଯ୍ଯକ୍ରମ ର ଶୁଭାରମ୍ଭ କଲେ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ।
Anugul, Angul | Oct 6, 2026
ଦୁଇ ଦଫା ଦାବି ନେଇ ନାଲକୋ ପ୍ରଶାସନିକ ଭବନ ଠାରେ ଆଲୁମିୟମ ମଜଦୁର ସଂଘର ଆନ୍ଦୋଳନ। ମେଡିକାଲ ସୁବିଧା ପୁନଃ ଲାଗୁ ଦାବି ଏବଂ କ୍ୟାଣ୍ଟିନରେ ନନ୍-ଭେଜ୍ ଓ ରାତ୍ରି ଭୋଜନ ଦାବିନେଇ ଶ୍ରମିକଙ୍କ ଆନ୍ଦୋଳନ। ଦାବି ପୂରଣ ନହେଲେ ଆଗକୁ ବଡ଼ ଆନ୍ଦୋଳନ। #Nalco #anugul #ams #BMS #angulexpress #Odisha
Anugul, Angul | Oct 6, 2026
ନାଲକୋ ସିପିପି ପ୍ଲାଣ୍ଟ ସମ୍ମୁଖରେ ବିଭିନ୍ନ ଦାବିନେଇ NVMS ମଜଦୁର ସଂଘର ଆନ୍ଦୋଳନ। ମେଡିକାଲ ସୁବିଧା ପୁନଃ ଲାଗୁ ଦାବି ' SUPT ମାନଙ୍କ ଭତ୍ତା ବୃଦ୍ଧି ଏବଂ କ୍ୟାଣ୍ଟିନରେ ନନ୍-ଭେଜ୍ ଓ ରାତ୍ରି ଭୋଜନ ଦାବିନେଇ ଶ୍ରମିକଙ୍କ ଆନ୍ଦୋଳନ। ଦାବି ପୂରଣ ନହେଲେ ଆଗକୁ ବଡ଼ ଆନ୍ଦୋଳନ। #Nalco #anugul #Nvms #BMS #angulexpress #Odisha
Anugul, Angul | Oct 6, 2026