ବଂଶପାଳ: ଗୋନାଶିକା ବ୍ରହ୍ମେଶ୍ୱର ମହାଦେବଙ୍କୁ ଦର୍ଶନ କଲେ କେନ୍ଦୁଝର ସମିତି ସଭ୍ୟ ପରିବାର
Banspal, Kendujhar | Oct 20, 2026
କେନ୍ଦୁଝର ଜିଲ୍ଲା ସମିତି ସଭ୍ୟ ପରିବାରର କର୍ମକର୍ତ୍ତା ଓ ସଦସ୍ୟମାନେ ଗୋନାଶିକା ସ୍ଥିତ ବ୍ରହ୍ମେଶ୍ୱର ମହାଦେବଙ୍କୁ ଦର୍ଶନ କରି ଆଶୀର୍ବାଦ ଲାଭ କରିଛନ୍ତି। ଏହି ଅବସରରେ ପରିବାରର ସୁଖ ଓ ଶାନ୍ତି ପାଇଁ ପ୍ରାର୍ଥନା କରାଯାଇଛି।