ପୁଣି କେନ୍ଦ୍ରାପଡ଼ାରେ ଫୁଟିଲା ଗୁଳି। କିଛି ଦିନର ନିରବତା ପରେ ପୁଣି ଅଶାନ୍ତ ହେଲା କେନ୍ଦ୍ରାପଡ଼ା। ସଦର ଥାନା ଅନ୍ତର୍ଗତ ଅନୁଆପଡା ଛକ ନିକଟରେ ଥିବା ମା' ଦୁର୍ଗା ଇଟାଭାଟିର ମ୍ୟାନେଜରଙ୍କୁ ଗୁଳି କରି ଫେରାର ହୋଇଗଲେ ଦୁର୍ବୃତ୍ତ। ଆହତ ଯୁବକ ଜଣକ ହେଲେ ଗୌର ଚନ୍ଦ୍ର ରାଉତ।
Bhubaneswar, Khordha | Aug 19, 2026