ଜୟପୁର ଟାଉନ୍ ପୋଲିସର ବଡ଼ ସଫଳତା। ଜୟପୁରରେ ଚୋରି, ଡକାୟତି ଓ ଦାଦାବଟି ବିରୋଧରେ ପୁଲିସର ବଡ଼ କାର୍ଯ୍ୟାନୁଷ୍ଠାନ
୮ ଅଭିଯୁକ୍ତ ଗିରଫ, ୧୦.୫ ଲକ୍ଷ ଟଙ୍କାର ସାମଗ୍ରୀ ଜବତ,ମୋଷ୍ଟ ୱାଣ୍ଟେଡ ସଞ୍ଜୟ ସୁନା ବିରୋଧରେ NSA ଧାରାରେ ପ୍ରତିଷେଧମୂଳକ ଗିରଫ ପଦକ୍ଷେପ ନେଇଛି ପୋଲିସ।
#jeyporepolice #jeypore #koraput #Odisha #newodishatv