Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews
Karnataka

ବଡସାହି: ପଦ୍ମନାଭପୁର ଟୋଲଗେଟ ଠାରୁ ବନ୍ଧୁକମୁନରେ ବ୍ୟବସାୟୀଙ୍କୁ ଅପହରଣ କରି ୪୦ଲକ୍ଷଟଙ୍କା ଆଦାୟ ଘଟଣାରେ ଗିରଫସଂଖ୍ୟା ୬କୁ ବୃଦ୍ଧି, ଆଉ ୨ କୋର୍ଟଚାଲାଣ

Barsahi, Mayurbhanj | Nov 2, 2025
ବହୁ ଚର୍ଚ୍ଚିତ ବାରିପଦାର ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ବୈଶିଙ୍ଗା ଥାନା ୧୮ନଂ ଜାତୀୟରାଜପଥ ପଦ୍ମନାଭପୁର ଟୋଲଗେଟ ଠାରୁ ବନ୍ଧୁକ ମୁନରେ ଅପହରଣ କରି ମୁଣ୍ଡ ଜାମିନ ରଖି ୪୦ଲକ୍ଷ ଟଙ୍କା ନେବା ଘଟଣାରେ ଶନିବାର ୪ଜଣଙ୍କୁ ଗିରଫକରି କୋର୍ଟଚାଲାଣ କରିଥିବା ବେଳେ ଏହି ଘଟଣାରେ ଜଡିତ ଆଉ ଦୁଇଜଣଙ୍କୁ ଗିରଫକରି ରବିବାର ଅପରାହ୍ନ ୫ଟାରେ କୋର୍ଟଚାଲାଣ କରିଛି ବୈଶିଙ୍ଗା ପୁଲିସ l

MORE NEWS