ଫେବୃଆରୀ ୯ ତାରିଖ ଅପରାହ୍ନ ପ୍ରାୟ ୧ଟା ସମୟରେ ରାଉରକେଲା ବିର୍ସାମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିଅମରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଗଲା କି ପୁରୁଷ ହକି ପ୍ରୋ ଲିଗ ୨୦୨୫-୨୬ ଫେବୃଆରୀ ୧୦ ତାରିଖ ରୁ ଫେବୃଆରୀ ୧୫ ତାରିଖ ପର୍ଯ୍ୟନ୍ତ ଖେଳାଯିବ, ଏହି ହକି ପ୍ରୋ ଲିଗ ୨୦୨୫-୨୬ ପ୍ରତିଯୋଗିତାରେ ଭାରତ, ଆରଜେଣ୍ଟିନା, ବେଳଜୀୟମ ହକି ଦଳ ଅଂଶ ଗ୍ରହଣ କରୁଛନ୍ତି, ଭାରତୀୟ ହକି ଦଳରେ ସୁନ୍ଦରଗଡ଼ ଜିଲ୍ଲାରୁ ୫ଜଣ ଖେଳାଳି, ଯଥା :- ଅମିତ ରୋହିଦାସ, ଅମନ ଦୀପ ଲାକ୍ରା, ରୋଶନ କୁଜୁର, ଶିଳାନନ୍ଦ ଲାକ୍ରା, ନିଲାମ ସଂଜିପ ଖେସ, ସାମିଲ ଥିବାରୁ ରାଉରକେଲା କ୍ରୀଡ଼ାବିତଙ୍କଦେଇଛି..