ଆଜି ଫେବୃଆରି 21 ଶନିବାର ସନ୍ଧ୍ୟା 5:30 ପାଖାପାଖି ସମୟରେ ଘଟିଛି ଏହି ଦୁଃଖଦ ଦୁର୍ଘଟଣା। ଅଜଣା ଟ୍ରଲର ଧକ୍କାରେ ବୁଢ଼ା ଝରିଆ ଗାଁ ର ବୃନ୍ଦାବନ ଖର୍ସେଲ ନାମକ ଜଣେ ପଥଚାରୀଙ୍କ ମୃତ୍ୟୁ ହୋଇଛି। ଆଉ କେଇ ପାଦ ଆସିଥିଲେ ନିଜ ଘର ପହଞ୍ଚି ଥାନ୍ତେ ମୃତକ। ତେବେ ଗୋଟିଏ ଟ୍ରଲରେ ତାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଶବ ଉପରେ ଆଉ ତିନି ଚାରୋଟି ଗାଡ଼ି ଚଢ଼ି ଫେରାର ହୋଇ ଯାଇଥିବା ଜଣା ପଡ଼ିଛି। ତାଙ୍କ ଶରୀରକୁ କାଗଜ ଭଳିଆ ପେଷ୍ଟ କରି ଦୁର୍ବୃତ୍ତ ଟ୍ରଲର ଚାଳକ ମାନେ ଫେରାର ମାରିଛନ୍ତି। କେବଳ ସେତିକି ନୁହେଁ ତାଙ୍କର ଶରୀରର କେତେକ ଅଂଶ ଏଣେ ତେଣେ ଛିଟିକି ପଡ଼ି ଥିବା ଦେଖା ଯାଇଛି। କେତ