5 ଦିନର ଡେଡ୍ଲାଇନ୍! ନହେଲେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ
📍 ଜୟପୁର ବ୍ଲକ ହାଡିଆ ପଞ୍ଚାୟତର ବାସିନ୍ଦାଙ୍କ ଦାବି
ନିଜ ଦାବି ପୂରଣ ପାଇଁ ଏକାଠି ହୋଇଛନ୍ତି ହାଡିଆ ପଞ୍ଚାୟତର ବାସିନ୍ଦା। ପ୍ରଶାସନକୁ 5 ଦିନର ସମୟସୀମା ଦିଆଯାଇଥିବା ବେଳେ, ଏହି ସମୟ ମଧ୍ୟରେ ସମସ୍ୟାର ସମାଧାନ ନହେଲେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।
🌧️ ବର୍ଷା ସତ୍ତ୍ୱେ ମଧ୍ୟ ଦାବି ନେଇ ଏକାଠି ହୋଇଥିବା ବାସିନ୍ଦାଙ୍କ ଆନ୍ଦୋଳନ ଏବେ ଚର୍ଚ୍ଚାରେ।
ଏବେ ପ୍ରଶାସନ କି ପଦକ୍ଷେପ ନେଉଛି, ତା’ ଉପରେ ନଜର।
#Jeypore #HadiaPanchayat #Koraput #OdishaNews #newodishatv #VoiceOfOdisha
#Odisha