Public App Logo
Jansamasya
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Nda
School
Cbi
Politics

ସମ୍ବଲପୁର ମ୍ୟୁନିସିପାଲଟି: ମହାନଗର ନିଗମ ଅନ୍ତର୍ଗତ ମନ୍ଦଲିୟା ଠାରେ ନିଶା ଦ୍ରବ୍ୟ ବନ୍ଦ କୁ ନେଇ ଏକ ଗୁରୁତ୍ୱପୂର୍ଣ ବୈଠକ

ମହାନଗର ନିଗମ ଅନ୍ତର୍ଗତ ମନ୍ଦଲିୟା ଠାରେ ଆଜି ନିଶା ଦ୍ରବ୍ୟ ବନ୍ଦ କୁ ନେଇ ଏକ ଗୁରୁତ୍ୱପୂର୍ଣ ବୈଠକ କରିଥିଲେ l ମିଳିଥିବା ସୂଚନା ଅନୁସାରେ ଆଜି ରାତି 8 ଟା ରେ ମନ୍ଦଲିୟା ପଡା ବାସିନ୍ଦା ଏକତ୍ରିତ ହୋଇ ନିଶା କରବାରକୁ କିପରି ତାଙ୍କ ଅଞ୍ଚଳରେ ବନ୍ଦ ହେବ ସେନେଇ ଆଲୋଚନା କରିବା ସହ ଆଗକୁ ପଡା ରେ ଯଦି କେହି ନିଶା ଦ୍ରବ୍ୟ ବିକ୍ରି କରେ ବା ସେବନ କରେ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଶପଥ ନେଇଛନ୍ତି l

MORE NEWS

ସମ୍ବଲପୁର ମ୍ୟୁନିସିପାଲଟି: ମହାନଗର ନିଗମ ଅନ୍ତର୍ଗତ ମନ୍ଦଲିୟା ଠାରେ ନିଶା ଦ୍ରବ୍ୟ ବନ୍ଦ କୁ ନେଇ ଏକ ଗୁରୁତ୍ୱପୂର୍ଣ ବୈଠକ - Sambalpur M News