ପାରଳାଖେମୁଣ୍ଡି: ରାଜ ନହର ଠାରେ ବିଶ୍ଵ ହିନ୍ଧୁ ପରିଷଦ ପକ୍ଷରୁ କେରାଣ୍ଡି ମହନ୍ତଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ
ରାଜ ନହର ଠାରେ ବିଶ୍ଵ ହିନ୍ଧୁ ପରିଷଦ ପକ୍ଷରୁ କେରାଣ୍ଡି ମହନ୍ତଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ରାଜ ନହର ସମ୍ମୁଖରେ ଆଜି ସାତଟା ବେଳେ ବିଶ୍ଵ ହିନ୍ଧୁ ପରିଷଦ ପକ୍ଷରୁ କେରାଣ୍ଡି ମହନ୍ତ ମହାରାଜ ଦେବରାଜ ସାମଲଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇ ସାରିଛି। ସ୍ବର୍ଗତ ଦଉ ମଠର ମହନ୍ତ ମହାରାଜ ଶ୍ରୀ ରାମାନନ୍ଦଜୀ ମହାରାଜ ଙ୍କ ଅଧ୍ୟକ୍ଷତାରେ ବହୁ ବିଶ୍ବ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳର ନେତା ଏବଂ କର୍ମୀ ମାନେ ଉପସ୍ଥିତ ରହି ସ୍ବର୍ଗତ ମହନ୍ତଙ୍କ ସ୍ମୃତି ଚାରଣ କରିଥିଲେ। ସ୍ବର୍ଗତ ମହନ୍ତ ମହାରାଜ ଚଳିତ ମାସ 3ଜୁଲାଇ ରେ ଦେହ ତ୍ୟାଗ କରିଥି