#ବାଇଗଣବାଡିଆ ଛକ ନିକଟରେ ଦୁର୍ଘଟଣା,୨ ଛାତ୍ରୀ ଗୁରୁତର...
#ସୂଚନାନୁସାରେ:-
କୁଳିଅଣା ଥାନା ଅନ୍ତର୍ଗତ କୁଚେଇ ଏବଂ ବାଇଗଣବାଡିଆ ଛକ ମଝିରେ ଶୁକ୍ରବାର ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।କଲେଜ ସାରି ସାଇକେଲରେ ଦୁଇ ଛାତ୍ରୀ ଘରକୁ ଫେରୁଥିବା ସମୟରେ ପଛପଟୁ ଏକ ବ୍ରିଜା କାର୍ ଧକ୍କା ଦେଇଥିଲା ଫଳରେ ଦୁଇ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି।ଗୁରୁତ୍ତର ଛାତ୍ରୀମାନେ ଗୌଡ଼ରମା ଅଞ୍ଚଳର ବୋଲି ଜାଣାପଡିଥିବା ବେଳେ
ଖବର ପାଇ କୁଳିଅଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତ ଛାତ୍ରୀମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।ସେପଟେ ଦୁର୍ଘଟଣା ଘଟାଇଥିବା ବ୍ରିଜା କାର୍କୁ ପୋଲିସ ଜବତ କରି ଅଧିକ ତଦନ୍ତ ଜାରୀରଖିଛି।।।।।
#Mayurbhanj #baripada #kuliana