ସଡ଼କ ଦୁର୍ଘଟଣା ଯୁବକ ଗୁରୁତର ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା 57ନମ୍ବର ଜାତୀୟ ରାଜପଥ ର ମସିଣାପଡା ନିକଟରେ ଏକ ଟ୍ରକ ସହ ବାଇକ ଦୁର୍ଘଟଣା ହୋଈଛି I ଅପଟେ ବାଇକ ଚାଳକ ଗୁରୁତର ଅବସ୍ଥା ରେ ସ୍ଥାନୀୟ ଲୋକେ ଉଦ୍ଧାର କରି ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠେଇଛନ୍ତି I ଯୁବକ ଜଣଙ୍କ ସମ୍ବଲପୁର ଅଞ୍ଚଳ ବୋଲି ଜଣାପଡୁଛି i