Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ବୌଦ୍ଧ ସଦର: ବୁବୁଡ଼ା ସ୍ଥିତ ବାବା ଗୁପ୍ତେଶ୍ୱର ମନ୍ଦିର ଠାରେ ଆସନ୍ତାକାଲି ହେବାକୁ ଥିବା ସୋମନାଥ ସ୍ୱାଭିମାନ ପର୍ବ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

ହରାଭଙ୍ଗା ବ୍ଲକ ଅନ୍ତର୍ଗତ ବୁଗୁଡ଼ା ବାବା ଗୁପ୍ତେଶ୍ୱର ମନ୍ଦିର ଠାରେ ଆଜି ଅପରାହ୍ନ ପାଖପାଖି ୪ଟା ସମୟରେ ସନାତନ ଚେତନାର ପ୍ରତୀକ ସୋମନାଥ ମନ୍ଦିର ଉପରେ ହୋଇଥିବା ପ୍ରଥମ ଆକ୍ରମଣର ୧୦୦୦ ବର୍ଷ ପୂର୍ତ୍ତି ଅବସରରେ ତଥା ମନ୍ଦିର ନିର୍ମାଣର 75 ବର୍ଷ ପୂର୍ତ୍ତି ଅବସରରେ ଆସନ୍ତାକାଲି ଠାରୁ ଦେଶବ୍ୟାପୀ 'ସୋମନାଥ ସ୍ୱାଭିମାନ ପର୍ବ' ପାଳନ କରାଯିବ, ଏନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ । ଏହି କାର୍ଯ୍ୟକ୍ରମରେ ବୌଦ୍ଧ ବିଧାୟକ ତଥା ଶାସକ ଦଳର ମୁଖ୍ୟ ସଚେତକ ଉପସ୍ଥିତ ରହିଥିଲେ l
ବୌଦ୍ଧ ସଦର: ବୁବୁଡ଼ା ସ୍ଥିତ ବାବା ଗୁପ୍ତେଶ୍ୱର ମନ୍ଦିର ଠାରେ ଆସନ୍ତାକାଲି ହେବାକୁ ଥିବା ସୋମନାଥ ସ୍ୱାଭିମାନ ପର୍ବ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ - Baudh Sadar News