ହତ୍ୟା ଉଦ୍ୟମ ମାମଲାରେ ରାମା କୃଷ୍ଣ ନାହାକ ଓରଫ ବୁଲୁଏବଂ,ପରେଶ ଲେଙ୍କା ଓରଫ ପପୁ ଗିରଫ କଲା ସଦର ଥାନା ପୋଲିସ,ବନ୍ଧୁକ ,ଖଣ୍ଡା ଜବତ ।
୨୦୨୬ ମାର୍ଚ୍ଚ ୧୭ ତାରିଖରେ , ନୀଳମାଧବ ସାହୁ ଓରଫ ଭବାନୀ ଏବଂ ଅମିର କୁଣ୍ଡଙ୍କୁ ଦକ୍ଷିଣପୁର ମୁଖ୍ୟ ରାସ୍ତାରେ କରିଥିଲେ ଆକ୍ରମଣ ।
#gtvnewsodisha #berhampur #ganjam #odisha #silkcity
Ganjam, Ganjam | Sep 7, 2026