Public App Logo
Jansamasya
News
पुलिस
Bjp
National
Police
Bihar
बिहार
कांग्रेस
मौत
बीजेपी
विधायक
Congress
Modi
Delhi
Viral
Odisha
Rajasthan
अमित_शाह
दिल्ली
Breakingnews
Narendramodi
Madhya_pradesh
Pmmodi
Ipl
Rahulgandhi
Haryana
Uttarpradesh
Cricket
शादी

ଜମନକିରା: ବଡ଼ମାଲ ସମେତ ବିଭିନ୍ନ ଗ୍ରାମରେ ହାତୀ ଉପଦ୍ରବ, ପରିସ୍ଥିତି ଅନୁଧ୍ୟାନ କଲେ ଡ଼ିଏଫଓ

Jamankira, Sambalpur | Nov 21, 2025
ଚଳିତ ବର୍ଷ ଜମନକିରା ସେକ୍ସନ ଅନ୍ତର୍ଗତ ବଡ଼ମାଳ, ଟିକିଲିପଡ଼ା, ଭୋଜପୁର, ଜମନକିରା ଓ କଟଙ୍ଗପାଣି ଭଳି ଅନେକ ପଞ୍ଚାୟତର ବିଭିନ୍ନ ଗ୍ରାମ ଗୁଡିକରେ ହାତୀପଲଙ୍କ ଦ୍ୱାରା ଚାଷୀଙ୍କ ଧାନ ଫସଲ ନଷ୍ଟ କରାଯାଉଛି। ବନ ବିଭାଗ ପକ୍ଷରୁ ହାତୀ ଘଉଡ଼ାଇବା ପ୍ରୟାସ ଜାରୀ ରହିଥିବା ବେଳେ ବିଭାଗ ପକ୍ଷରୁ ଚାଷୀଙ୍କୁ ଅନୁକମ୍ପା ରାଶି ପ୍ରଦାନ କରିବା କୁ ପ୍ରତିଶ୍ରୁତି ଦିଆଯାଇଛି। ଏହାକୁ ନେଇ ବାମରା DFO ବିକ୍ରମଦେବ ପଟ୍ଟନାୟକ ଜମନକିରା ସେକ୍ସନ ବିଭିନ୍ନ ସ୍ଥାନରେ ହାତୀ ଉପଦ୍ରଵର ଅନୁଧ୍ୟାନ କରି ଶୁକ୍ରବାର ଚାଷୀଙ୍କ ସହ ଆଲୋଚନା କରିଥିଲେ।