ବୈଶିଙ୍ଗା ଥାନା ଅଧୀନ କଦଳିଆ ସମେତ ମୟୁରଭଞ୍ଜ -ବାଲେଶ୍ୱର ସୀମାନ୍ତ ଜଙ୍ଖରାଇ, ରୁପ୍ସା ଉପକଣ୍ଠ ଆଗିରିଆ, ଜହତା ଏବଂ ଆଙ୍କ ଗ୍ରାମରେ ଚଢାଉ କରି ୫ଜଣ ଆନ୍ତଃଜିଲ୍ଲା ଗାଡି ଚୋରି ରାକେଟର ୫ଜଣ କୁଖ୍ୟାତ ତଥା ପେଶାଦାର ଅପରାଧୀଙ୍କୁ ଗିରଫ କରିବା ସହିତ ବୈଶିଙ୍ଗା ଥାନା ଇଲାକାରେ ଲୁଚାଇ ରଖିଥିବା ଗୋଟିଏ ପିକଅପ ଭ୍ୟାନ ଏବଂ ଗୋଟିଏ ବୋଲେରୋ ଗାଡିକୁ ଜବତ କରାଯାଇଥିବା ନେଇ ବୁଧବାର ଅପରାହ୍ନ ତିନିଟାରେ ସୂଚନା ଦେଲା ବାଙ୍ଗିରିପୋଷି ପୁଲିସ l