Public App Logo
Jansamasya
News
Bjp
National
Police
Bihar
India
जनसमस्या
चुनाव
बीजेपी
भाजपा
Congress
Modi
Delhi
Viral
Jharkhand
Iyc
Bollywood
दिल्ली
Patna
Breakingnews
महिला
Narendramodi
Madhya_pradesh
सोशल_मीडिया
Mp
Madhyapradesh
Ahmedabad
Pmmodi
Rahulgandhi

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ କାନ୍ତ।ରାମ ଜଙ୍ଗଲରେ ତଲାସୀ ଅଭିଯାନ ବେଳେ ମାଓବାଦୀ ଖଞ୍ଜିଥିବା ଏକ ଆଇଡି ବୋମାକୁ ନିଷ୍କ୍ରିୟ କଲେ ଜବାନ

MORE NEWS

ମାଥିଲି ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଥିବା କେଫ ରେ ଭୟଙ୍କର ଅଗ୍ନିକାଣ୍ଡ।ମାଥିଲି ଅଗ୍ନିଶମ ବାହିନୀ ଖବର ପାଇ ତୁରନ୍ତ ନିଆଁକୁ ଆୟତ୍ତ କରିଛନ୍ତି।ସର୍ଟ ସର୍କିଟ ପାଇଁ ଅଗ୍ନିକାଣ୍ଡ ହୋଇଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।ଏହି ଅଗ୍ନିକାଣ୍ଡ ରେ ବହୁ ବଡ଼ ଦୁର୍ଘଟଣା ରୁ ଅର୍ପକେ ବର୍ତ୍ତି ଯାଇଛନ୍ତି ବୋଲି ଅଗ୍ନିଶମ ବିଭାଗ ଅଧିକାରୀ ରେଣୁ ଦିଶାରୀ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି।

#MalkangiriNews

ମାଥିଲି ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଥିବା କେଫ ରେ ଭୟଙ୍କର ଅଗ୍ନିକାଣ୍ଡ।ମାଥିଲି ଅଗ୍ନିଶମ ବାହିନୀ ଖବର ପାଇ ତୁରନ୍ତ ନିଆଁକୁ ଆୟତ୍ତ କରିଛନ୍ତି।ସର୍ଟ ସର୍କିଟ ପାଇଁ ଅଗ୍ନିକାଣ୍ଡ ହୋଇଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।ଏହି ଅଗ୍ନିକାଣ୍ଡ ରେ ବହୁ ବଡ଼ ଦୁର୍ଘଟଣା ରୁ ଅର୍ପକେ ବର୍ତ୍ତି ଯାଇଛନ୍ତି ବୋଲି ଅଗ୍ନିଶମ ବିଭାଗ ଅଧିକାରୀ ରେଣୁ ଦିଶାରୀ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି। #MalkangiriNews

Malkangiri, Malkangiri | Jun 10, 2026

ଚିତ୍ରକୋଣ୍ଡା ବ୍ଲକର ସ୍ୱାଭିମାନ ଅଞ୍ଚଳକୁ ଏକ ସରକାରୀ ଗସ୍ତ ସମୟରେ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ମାନ୍ୟବର ବିଧାୟକ ଶ୍ରୀ ମଙ୍ଗୁ ଖିଲ। ସୂଚନା ଅନୁଯାୟୀ, ବିଧାୟକ ସ୍ୱାଭିମାନ ଅଞ୍ଚଳ ଗସ୍ତରେ ଥିବା ବେଳେ ହଠାତ୍ ପ୍ରବଳ କାଳବୈଶାଖୀ ଝଡ଼-ତୋଫାନ ଆରମ୍ଭ ହୋଇଯାଇଥିଲା। ଏହି କାରଣରୁ ଚିତ୍ରକୋଣ୍ଡା ଘାଟିର ବାଲଭ-ହାଉସ୍  ଛକ ନିକଟରେ ଏକ ବିରାଟ ଗଛ ବିଧାୟକଙ୍କ ଗାଡ଼ି ଉପରେ ଉପୁଡ଼ି ପଡ଼ିଥିଲା, ଯାହା ଫଳରେ ଗାଡ଼ିଟି ସେଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣା ସମ୍ପର୍କରେ ଖବର ପାଇ ଓର୍କେଲ ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବିଧାୟକଙ୍କ ଗାଡ଼ିକୁ ସୁରକ୍ଷିତ ଭାବେ ବାହାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଗଛ ପଡ଼ିବା କାରଣରୁ ବର୍ତ୍ତମାନ ସୁଦ୍ଧା ବିଧାୟକ ସେହି ବାଲଭ-ହାଉସ୍ ଘାଟି ରାସ୍ତା ମଧ୍ୟରେ ଅଟକି ରହିଥିବା ବେଳେ ପୋଲିସ କଟର ସାହାଯ୍ୟରେ ରାସ୍ତା ସଫା କରି ଯାତାୟାତ ସ୍ୱାଭାବିକ କରିବାକୁ ଜୋରଦାର ପ୍ରୟାସ ଚଳାଇଛି। ​
#Malkangiri #Chitrakonda #SwabhimanAnchal #ManguKhila #AccidentNews #Kalabaisakhi #OrkelPolice #ValveHouseGhati #MalkangiriNews #DailyMalkangiri

ଚିତ୍ରକୋଣ୍ଡା ବ୍ଲକର ସ୍ୱାଭିମାନ ଅଞ୍ଚଳକୁ ଏକ ସରକାରୀ ଗସ୍ତ ସମୟରେ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ମାନ୍ୟବର ବିଧାୟକ ଶ୍ରୀ ମଙ୍ଗୁ ଖିଲ। ସୂଚନା ଅନୁଯାୟୀ, ବିଧାୟକ ସ୍ୱାଭିମାନ ଅଞ୍ଚଳ ଗସ୍ତରେ ଥିବା ବେଳେ ହଠାତ୍ ପ୍ରବଳ କାଳବୈଶାଖୀ ଝଡ଼-ତୋଫାନ ଆରମ୍ଭ ହୋଇଯାଇଥିଲା। ଏହି କାରଣରୁ ଚିତ୍ରକୋଣ୍ଡା ଘାଟିର ବାଲଭ-ହାଉସ୍ ଛକ ନିକଟରେ ଏକ ବିରାଟ ଗଛ ବିଧାୟକଙ୍କ ଗାଡ଼ି ଉପରେ ଉପୁଡ଼ି ପଡ଼ିଥିଲା, ଯାହା ଫଳରେ ଗାଡ଼ିଟି ସେଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣା ସମ୍ପର୍କରେ ଖବର ପାଇ ଓର୍କେଲ ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବିଧାୟକଙ୍କ ଗାଡ଼ିକୁ ସୁରକ୍ଷିତ ଭାବେ ବାହାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଗଛ ପଡ଼ିବା କାରଣରୁ ବର୍ତ୍ତମାନ ସୁଦ୍ଧା ବିଧାୟକ ସେହି ବାଲଭ-ହାଉସ୍ ଘାଟି ରାସ୍ତା ମଧ୍ୟରେ ଅଟକି ରହିଥିବା ବେଳେ ପୋଲିସ କଟର ସାହାଯ୍ୟରେ ରାସ୍ତା ସଫା କରି ଯାତାୟାତ ସ୍ୱାଭାବିକ କରିବାକୁ ଜୋରଦାର ପ୍ରୟାସ ଚଳାଇଛି। ​ #Malkangiri #Chitrakonda #SwabhimanAnchal #ManguKhila #AccidentNews #Kalabaisakhi #OrkelPolice #ValveHouseGhati #MalkangiriNews #DailyMalkangiri

Malkangiri, Malkangiri | Jun 10, 2026

ବିଶ୍ୱର ସବୁଠାରୁ ଦାମୀ ଆମ୍ବ ମିଆଜାକି, ମାର୍କେଟିଂ ବ୍ୟବସ୍ଥା ଶୂନ ବିଦେଶୀ ପ୍ରଜାତିର ଏହି ଦାମୀ ଆମ୍ବକୁ ବାହାର ବଜାରରେ ବିକ୍ରି କରିବା ପାଇଁ ସରକାର କିମ୍ବା ଉଦ୍ୟାନ କୃଷି ବିଭାଗ ପକ୍ଷରୁ କୌଣସି ସହାୟତା ମିଳିନାହିଁ ଫଳରେ ଚାଷୀ ହତାଶ ।

#MalkangiriNews

ବିଶ୍ୱର ସବୁଠାରୁ ଦାମୀ ଆମ୍ବ ମିଆଜାକି, ମାର୍କେଟିଂ ବ୍ୟବସ୍ଥା ଶୂନ ବିଦେଶୀ ପ୍ରଜାତିର ଏହି ଦାମୀ ଆମ୍ବକୁ ବାହାର ବଜାରରେ ବିକ୍ରି କରିବା ପାଇଁ ସରକାର କିମ୍ବା ଉଦ୍ୟାନ କୃଷି ବିଭାଗ ପକ୍ଷରୁ କୌଣସି ସହାୟତା ମିଳିନାହିଁ ଫଳରେ ଚାଷୀ ହତାଶ । #MalkangiriNews

Malkangiri, Malkangiri | Jun 10, 2026