ଅନୁଗୋଳ: ଅନୁଗୋଳ କଲେଜ ଛକରେ ମା ଗଜଲକ୍ଷ୍ମୀଙ୍କ ପୂଜା, ଯୋଗଦେଲେ ବିଧାୟକ ପ୍ରତାପ ପ୍ରଧାନ
Anugul, Angul | Oct 27, 2026 ଅନୁଗୋଳ ମୁନିସିପାଲିଟି କଲେଜ ଛକ ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ମା ଗଜଲକ୍ଷ୍ମୀ ପୂଜା ଆୟୋଜିତ । ପୂଜା ମଣ୍ଡପରେ ଯୋଗ ଦେଇ ଆଶୀର୍ବାଦ ନେଲେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ।