Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
Maharashtra
Bjp
National
Police
Bihar
कांग्रेस
हत्या
भारत
बीजेपी
Uttar_pradesh
Accident
Congress
Modi
Delhi
Viral
Up
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Madhyapradesh
Pmmodi
Rahulgandhi
Uttarpradesh
Haryana
Cricket
Uttarakhand
angulexpress39
ସୁବର୍ଣରେଖା ନଦୀର ବୁଡି ୨ ଭାଇ ମୃତ। ଦଶହରା ରେ ଅଘଟଣ। #angulexpress #baleswar
Anugul, Angul
| Oct 22, 2026
#angulexpress
#baleswar
MORE NEWS
#ଜଳେଶ୍ୱରରେ_ଚାଞ୍ଚଲ୍ୟ_ଜଙ୍ଗଲରୁ_ନାବାଳିକାଙ୍କ_ମୃତ_ଦେହ_ଉଦ୍ଧାର। ଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ସନ୍ଦେହ। ନ୍ୟାୟ ଦାବିରେ ପରିବାର । #baleswar #Jaleswar #angulexpress #CrimeNews #repcase #mudercase
Anugul, Angul | Oct 22, 2026
ଅନୁଗୋଳରେ ୬୭ ତମ ସହିଦ ଦିବସ ପାଳନ। ଏହି ଅବସରରେ ଅନୁଗୋଳ ଏସପି ରାହୁଲ ଜୈନଙ୍କ ପ୍ରତିକ୍ରିୟା। #anugul #Policesahiddivas #angulexpress #Odisha #OdishaPolice
Anugul, Angul | Oct 22, 2026
ଅନୁଗୋଳ ଜିଲ୍ଲା ନାଲ୍କୋ ଅଞ୍ଚଳରେ ବାରମ୍ବାର ଚୋରି, ପୋଲିସର କାର୍ଯ୍ୟକୁ ନେଇ ପ୍ରଶ୍ନ#ନାଲକୋ#ଅନୁଗୋଳ #damanbanilive
Anugul, Angul | Oct 22, 2026
୨୩ରୁ ବଲାଙ୍ଗୀରରେ କ୍ରୀଡ଼ା ମହାକୁମ୍ଭ ଜାତୀୟ ଲନ୍ ବଲ୍ ଚାମ୍ପିୟନସିପ୍
Anugul, Angul | Oct 22, 2026
ଜାତୀୟ ରାଜପଥ ଉପରେ ୪୦ ଟିକିଆ ହାତୀପଲ । ଯାତାୟାତ ହେଲା ଠପ । କାଟିବାକୁ ପଡିଲା ବାରିକେଡ । #BreakingNews #breakingnewstoday #BREAKING #elephant #HumanElephantConflict
Anugul, Angul | Oct 22, 2026
ବିଜୟା ଦଶମୀ ଅବସରରେ ଅଧର୍ମ ଉପରେ ଧର୍ମର ବିଜୟ ଏବଂ ଅସତ୍ୟ ଉପରେ ସତ୍ୟର ବିଜୟର ବାର୍ତ୍ତା ନେଇ ତାଳଚେର ସାଉଥ ବଲଣ୍ଡା ଠାରେ ରାବଣପୋଡ଼ି ମହୋତ୍ସବ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ରାବଣ ପୋଡ଼ି ଅନୁଷ୍ଠାନ ସାଉଥ ବଲଣ୍ଡା ପକ୍ଷରୁ ଆୟୋଜିତ ଏହି ମହୋତ୍ସବରେ ପ୍ରାୟ ୫୦ ଫୁଟ ଉଚ୍ଚତାର ବିଶାଳ ରାବଣ ପ୍ରତିମୂର୍ତ୍ତି ଦହନ ମୁଖ୍ୟ ଆକର୍ଷଣ ସାଜିଥିଲା। ଏଥିସହ ଆଞ୍ଚଳିକ କୁନି କଳାକାରମାନଙ୍କ ଦ୍ୱାରା ପରିବେଷିତ ମନୋରଞ୍ଜନଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମୋହିଥିଲା। ଏହି ମହୋତ୍ସବରେ ବିକାଶ ଫାଉଣ୍ଡେସନର ଅଧ୍ୟକ୍ଷା ମୃଦୁଳା ଠାକୁର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାବଣ ପ୍ରତିମୂର୍ତ୍ତିରେ ଅଗ୍ନି ସଂଯୋଗ କରିଥିଲେ#talcher#angul#damanbanilive
Anugul, Angul | Oct 22, 2026
ଯାଜପୁର ଜିଲ୍ଲା ପୋଲିସ କୁ ବଡ଼ ସଫଳତା ସେକ୍ସ ରାକେଟ ଠାବ ଗରାଖ ଦଲାଲ ସହ ଦେହଜୀବୀ ଅଟକ#ଯାଜପୁର#ଦମନବାଣୀ ଲାଇଭ
Anugul, Angul | Oct 22, 2026
ଟାଟା ଷ୍ଟିଲ ଭୂଷଣ କଣ୍ଟାବଣିଆ ଠାରେ ଟ୍ରକ ଦୁର୍ଘଟଣାରେ ବାଇକ ଆରୋହୀ ମୃତ#damanbani
Anugul, Angul | Oct 22, 2026