#ଦିନ_ଦ୍ୱିପହରେ_ବ୍ୟାଙ୍କଭିତରୁ_ଲୁଟ୍ !
#ବନ୍ଧୁକ_ଓ_ବିଭିନ୍ନ_ମାରଣାସ୍ତ୍ର_ଦେଖାଇ ।
#ଲୁଟିନେଲେ_୧୦_ଲକ୍ଷରୁ_ଊର୍ଦ୍ଧ୍ୱ_ଟଙ୍କା
#ବ୍ୟାଙ୍କ_ମ୍ୟାନେଜର_ଆହାତ
#ବାଲିଆପାଳ_ଡାକ୍ତରଖାନାରେ_ଭର୍ତ୍ତି !
ବାଲେଶ୍ଵର ଜିଲ୍ଲାର ବାଲିଆପାଳ ଥାନା ଖପ୍ରାପଦ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ରୁ ଡକାୟତ। ବନ୍ଧୁକ ଓ ବିଭିନ୍ନ ମାରଣାସ୍ତ୍ର ଦେଖାଇ ବ୍ୟାଙ୍କ ମ୍ୟାନେଜର ଏବଂ କର୍ମଚାରୀଙ୍କୁ ମାଡ଼ ମାରି କ୍ୟାସ୍ କାଉଣ୍ଟରରୁ ୧୦ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ।
@top fans
Basta, Balasore | Sep 9, 2026