କାଶୀପୁର: ଦୋରାଗୁଡ଼ାରେ ଉତ୍କଳ ଆଲୁମିନା ପକ୍ଷରୁ ଧୁମ୍ଧାମ୍ରେ ପାଳିତ ହେଲା ଦୁର୍ଗାପୂଜା 2026
ଦୋରାଗୁଡ଼ା ଦୁର୍ଗାପୂଜା ପଡ଼ିଆରେ ଉତ୍କଳ ଆଲୁମିନା ଇଣ୍ଟରନାସ୍ନାଲ ଲିମିଟେଡ଼ ପକ୍ଷରୁ ଦୁର୍ଗାପୂଜା 2026 ପାଳନ କରାଯାଇଛି। ପାଞ୍ଚ ଦିନିଆ ଏହି ଉତ୍ସବରେ କର୍ମଚାରୀ ଓ ସ୍ଥାନୀୟ ବାସିନ୍ଦା ସାମିଲ ହୋଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆନନ୍ଦ ନେଇଛନ୍ତି।