#ଲଗାଣ_ବର୍ଷାରେ_ଭାଙ୍ଗିଲା_ଘର....
ବାରିପଦା ପୋୖରାଞ୍ଚଳ ଅଧିନ ୱାର୍ଡ ନଂ ୧୯ ଦାରଗାଡାହି ଗୋଲେଇ ନିକଟରେ ଦୀର୍ଘ ଦିନରୁ ରହି ଆସୁଥିବା ମଣ୍ଟୁ ରାୟ ଓ ଗଜେନ୍ଦ୍ର ଚୌଧୁରୀ ଙ୍କ ବାସଗୃହ ଲଗାଣ ବର୍ଷା ଫଳରେ ଭାଙ୍ଗି ଯାଇଛି।।ଖବର ପାଇ ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ, ଦମକଳ ବାହିନୀ,ବିଦ୍ୟୁତ ବିଭାଗ,ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ।ତେବେ ବାରିପଦା ତହସିଲଦାର ଉକ୍ତ ଘଟଣାର ସଠିକ ତଦନ୍ତ କରି କ୍ଷତିଗ୍ରସ୍ତ ପରିବାରକୁ ଆବଶ୍ୟକ କ୍ଷତି ପୂରଣ ପ୍ରଦାନ ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।।।
#Mayurbhanj #baripada