କେନ୍ଦୁଝର ସଦର: ଧରଣୀଧର ବିଶ୍ୱବିଦ୍ୟାଳୟରେ ଛାତ୍ରଙ୍କ ବିକାଶକୁ ନେଇ ବିଜୁ ଛାତ୍ର ଜନତା ଦଳର ସଭା
କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଶିକ୍ଷା, ଅଧିକାର ଓ ବିକାଶକୁ ନେଇ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଏକ ସଭା ଅନୁଷ୍ଠିତ ହୋଇଛି। ଏହି ସଭାରେ ଦଳୀୟ ପଦାଧିକାରୀମାନେ ଯୋଗ ଦେଇ ଛାତ୍ର ସମସ୍ୟା ଉପରେ ଆଲୋଚନା କରିଛନ୍ତି।