ପୁରୀ: କୋଣାର୍କରେ ପାଳିତ ହେଲା ଜନଜାତି ଗୌରବ ଦିବସ, ସାମିଲ ହେଲେ 600 ଅଂଶଗ୍ରହଣକାରୀ
Puri, Puri | Nov 15, 2026
କୋଣାର୍କ ଆଦର୍ଶ ଜନଜାତି ଆବାସିକ ଉଚ୍ଚ ବିଦ୍ୟାଳୟରେ ଭଗବାନ ବିର୍ସା ମୁଣ୍ଡାଙ୍କ 151ତମ ଜନ୍ମ ଜୟନ୍ତୀ ଅବସରରେ ଜିଲ୍ଲା ସ୍ତରୀୟ ଜନଜାତି ଗୌରବ ଦିବସ-2026 ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ 600 ଜଣ ଅଂଶଗ୍ରହଣକାରୀ ଯୋଗ ଦେଇଥିଲେ।