ପାରଳାଖେମୁଣ୍ଡି: SKCG କଲେଜରେ 'ଯୁବା ସମ୍ବାଦ' କାର୍ଯ୍ୟକ୍ରମ, ଛାତ୍ରଛାତ୍ରୀଙ୍କୁ ମିଳିଲା ମତଦାନ ସଚେତନତା
ପାରଳାଖେମୁଣ୍ଡି SKCG ସ୍ୱୟଂଶାସିତ ମହାବିଦ୍ୟାଳୟରେ ଆୟୋଜିତ ହୋଇଛି ‘ଯୁବା ସମ୍ବାଦ’ କାର୍ଯ୍ୟକ୍ରମ। ମେରା ଯୁବା ଭାରତ ଗଜପତି ପକ୍ଷରୁ 'ନିଜ ଭୋଟକୁ ଜାଣନ୍ତୁ' ବିଷୟବସ୍ତୁରେ ଯୁବପିଢ଼ିଙ୍କୁ ମତଦାନର ଗୁରୁତ୍ୱ ଓ ଭୋଟରଙ୍କ ଅଧିକାର ସମ୍ପର୍କରେ ସଚେତନ କରାଯାଇଛି।