ଜେନାପୁର: ମଙ୍ଗଳପୁର ବଜାର ଦୁର୍ଗା ପୂଜା ମଣ୍ଡପରେ ମାଆଙ୍କ ଦିବ୍ୟ ଦର୍ଶନ
Jenapur, Jajpur | Oct 19, 2026 ପବିତ୍ର ଶାରଦୀୟ ଦୁର୍ଗାପୂଜା ଅବସରରେ ମଙ୍ଗଳପୁର ବଜାର ପୂଜା ମଣ୍ଡପରେ ମାଆ ଦୁର୍ଗାଙ୍କ ଦିବ୍ୟ ଦର୍ଶନ କରାଯାଇଛି। ମାଆଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ ପୂଜା ମଣ୍ଡପର ସୁନ୍ଦର ପରିବେଶକୁ ଅନୁଭବ କରାଯାଇଛି।