ପାରଳାଖେମୁଣ୍ଡି: ଗଜପତିରେ ମାନବାଧିକାର ସୁରକ୍ଷା ନେଇ ୟୁଏଚଆରସିର ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଗଜପତିରେ ମାନବାଧିକାର ଓ ସାମାଜିକ ନ୍ୟାୟ ସୁରକ୍ଷା ନେଇ ୟୁଏଚଆରସି ପକ୍ଷରୁ ପାରଳାଖେମୁଣ୍ଡି ଆଦର୍ଶ ଥାନା ଆଇଆଇସି ଓ ଜେଲ୍ ସୁପରିଟେଣ୍ଡେଣ୍ଟଙ୍କୁ ସମ୍ମାନିତ କରାଯାଇଛି। ଜିଲ୍ଲାରେ ଦୁର୍ନୀତି ବିରୋଧୀ କାର୍ଯ୍ୟକ୍ରମକୁ ସୁଦୃଢ଼ କରିବା ନେଇ ବୈଠକରେ ମତବିନିମୟ ହୋଇଛି।