ସିମୁଳିଆ: ବାଲେଶ୍ଵରରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେଲେ ନୀଳଗିରିର ପୂର୍ବତନ ବିଧାୟକ
ବାଲେଶ୍ଵରରେ ଜିଲ୍ଲା ସଭାପତି ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଲା ବିଜୁ ଜନତା ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ। ବରିଷ୍ଠ ନେତାଙ୍କ ସହ ନୀଳଗିରିର ପୂର୍ବତନ ବିଧାୟକ ମଧ୍ୟ ଯୋଗ ଦେଇଛନ୍ତି।