Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
Bjp
National
Police
Bihar
India
जनसमस्या
कांग्रेस
भाजपा
Congress
Modi
Delhi
Viral
Crime
Jharkhand
Up
Iyc
Bollywood
दिल्ली
Breakingnews
महिला
Narendramodi
Madhya_pradesh
सोशल_मीडिया
Madhyapradesh
Pmmodi
Rahulgandhi
Ipl
Uttarpradesh
usr04050397
6
କେନ୍ଦୁଝର ସହର: ୨୦ ନମ୍ବର ଜାତୀୟ ରାଜପଥ ଢେଙ୍କିକୋଟ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା,ଜଣେ ଆହତ
Kendujhar Town, Kendujhar
| Sep 4, 2025
୨୦ ନମ୍ବର ଜାତୀୟ ରାଜପଥ ଢେଙ୍କିକୋଟ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି।ଏଥିରେ ଟ୍ରଲର ଦୁର୍ଘଟଣାରେ ଚାଳକ ଆହତ ହୋଇଛି ।
MORE NEWS
#ନିଯୁକ୍ତି_ସୁଯୋଗ ଓଡିଶାର ରାଉକେଲା ଜିଲ୍ଲାରୁ ସମସ୍ତ ପ୍ରବାସୀଙ୍କୁ SIS ରେ ନିଯୁକ୍ତି ପ୍ରଦାନ କରାଯିବ। ଭାରତୀୟ ସୁରକ୍ଷା ଦକ୍ଷତା ପରିଷଦ ଏବଂ ସୁରକ୍ଷା ଇଣ୍ଟେଲିଜେଣ୍ଟ ସର୍ଭିସେସ୍ ଇଣ୍ଡିଆ ଲିମିଟେଡ୍ ଓଡ଼ିଶାର ରାଉକେଲା ଜିଲ୍ଲାର ସମସ୍ତ ବ୍ଲକ ଅଞ୍ଚଳରେ ଶିବିର ଆୟୋଜନ କରିଛନ୍ତି। #latastnewsupdate #pabitranewsodisha #SIS #pabitranewsodishalive #sundargarh #raurkela
Kendujhar Town, Kendujhar | Jun 8, 2026
କେନ୍ଦୁଝର ଜିଲ୍ଲା ବାଉଁଶୁଳି- ଉଖୁଣ୍ଡା ରାସ୍ତା ଭଅଁରପୁର ଠାରେ ବସ ଓ ଟ୍ରଲର ମଧ୍ୟରେ ଧକ୍କା ବସ୍ ଚାଳକ ସହ ଯାତ୍ରୀ ଗୁରୁତର ହୋଇଥିବା ସୂଚନା | #latastnewsupdate #pabitranewsodishalive #BreakingNews
Kendujhar Town, Kendujhar | Jun 8, 2026
#ସକାଳର_ବଡ଼_ଖବର Sakala Bulletin | 08 June 2026 | Morning Headline | ସକାଳର ବଡ଼ ଖବର | Odia News | Pabitra News Odisha #latastnewsupdate #pabitranews #MorningHeadlineodisha #sakalakhabar #odishaheadline #odianews #BreakingNews #odianews #sakalanews #odishanews #rain #barshanews #todaymorningnews #pabitranewsodishalive
Kendujhar Town, Kendujhar | Jun 8, 2026
#ଏକତାର_ମଞ୍ଚରେ_ଡିଜିଟାଲ_ମିଡ଼ିଆ, #ଭୁବନେଶ୍ୱରରେ_ମହାସଂଘର_ବଡ_ବୈଠକ । ଭୁବନେଶ୍ୱର ଜୟଦେବ ଭବନରେ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର ବାର୍ଷିକ ଉତ୍ସବ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । #latastnewsupdate #Pabitranewsodisha #BreakingNews
Kendujhar Town, Kendujhar | Jun 8, 2026
#BreakingNews ଟ୍ରେନ ଧକ୍କାରେ ଯୁବକ ମୃତ, ଚେକ୍ ପୋଷ୍ଟ ରେ ନିଆଁ ଲଗାଇବା ସହ କ୍ଷତି ପୂରଣ ଦାବିରେ ରାଜପଥ ଅବରୋଧ କଲେ ଉତ୍ୟକ୍ତ ଲୋକେ। ଭଦ୍ରକ ଜିଲ୍ଲା ପୀରହାଟ ଥାନା ଖେଦରପୁର ଗ୍ରାମ ଠାରେ ଥିବା ରେଳପଥ ଫାଟକରେ ଟ୍ରେନ ଆସିବା ସମୟରେ ଫାଟକ ପଡ଼ିନଥିବାରୁ ଟ୍ରେନ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। #latastnewsupdate #Breakingnews #odishanews #bhadrak #trainaccident
Kendujhar Town, Kendujhar | Jun 7, 2026