କଣିହାଁ: କଣିହାଁରେ ବିରିଆନି ଖାଇ ଗୋଟିଏ ପରିବାରର 3 ଜଣ ଗୁରୁତର, ଅନୁଗୋଳ ହସ୍ପିଟାଲ ସ୍ଥାନାନ୍ତର
Kaniha, Angul | Nov 22, 2026 କଣିହାଁ ବ୍ଲକ ଭାଲିଆବେଡା ଗ୍ରାମରେ ବିରିଆନି ଖାଇ ଗୋଟିଏ ପରିବାରର ତିନି ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ଖମାର ଡାକ୍ତରଖାନା ଓ ପରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।