ତଲସରା: ବଡ଼ଗାଁ ବସଷ୍ଟାଣ୍ଡରେ ପୋଲିସ ପକ୍ଷରୁ ବ୍ୟାପକ ଯାନବାହାନ ଖାନତଲାସ କାର୍ଯ୍ୟକ୍ରମ ଅନୁଷ୍ଠିତ
ସୁନ୍ଦରଗଡ଼ ଏସପି ଅମ୍ରିତା ପାଲ କୈର ଙ୍କର ନିର୍ଦ୍ଦେଶକ୍ରମେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଥାନା ପକ୍ଷରୁ ବ୍ୟାପକ ଭାବେ ଯାନବାହାନ ଖାନତଲାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଆଜି ରାତ୍ରି ଆଠଟା ବେଳେ ବଡ଼ଗାଁ ପୋଲିସ ପକ୍ଷରୁ ବଡ଼ଗାଁ ବସଷ୍ଟାଣ୍ଡରେ ବ୍ୟାପକ ଭାବେ ଯାନବାହାନ ଖାନତଲାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।