#କୋଟିଆରେ_ବୁଥ୍_ସ୍ଥାନାନ୍ତର_ନେଇ_ଆଲୋଚନା
କୋଟିଆରେ ପହଞ୍ଚିଲେ ପାର୍ବତୀପୁରମ୍ ଯୁଗ୍ମ ଜିଲ୍ଲାପାଳ ଆର୍. ବୈଶାଳୀ; ଆଲୋଚନା ପରେ ଓଡ଼ିଶା ସୀମାରୁ ଆନ୍ଧ୍ରପ୍ରଦେଶ ଅଞ୍ଚଳକୁ ବୁଥ୍ ସ୍ଥାନାନ୍ତର କରାଯାଇଥିବା ସୂଚନା।
#Kotia #Koraput #Parvathipuram #RVaishali #OdishaAndhraBorder #BoothShifting #OdishaNews #AdarshNewsLive
Malkangiri, Malkangiri | Nov 5, 2026