Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews

ଦେବଗଡ: ତାରଙ୍ଗ ସାମପାଳି ଜଙ୍ଗଲ ନିକଟରୁ ୫୮ କେଜି ଗଞ୍ଜେଇ ସମେତ ଏକ କାର ଜବତ, ଜଣେ ଯୁବତୀ ଓ ଜଣେ ଯୁବକ ଗିରଫ

ରିଆମାଳ ପୋଲିସକୁ ସଫଳତା । ୫୮ କେଜି ଗଞ୍ଜେଇ ସମେତ ଏକ କାର ଜବତ । ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ଜଣେ ଯୁବତୀ ଏବଂ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ । ଗିରଫ ଯୁବତୀ ବାରକୋଟ ଥାନା ସରୁଆଳି ଗ୍ରାମର ଜିତେନ୍ଦ୍ର ପ୍ରଧାନଙ୍କ ଝିଅ ସସ୍ମିତା ପ୍ରଧାନ (୩୩) ଏବଂ ଲକ୍ଷ୍ମୀପୁର ଗ୍ରାମର ହରିହର ପ୍ରଧାନଙ୍କ ପୁଅ ଜଳାରସେନ ପ୍ରଧାନ (୨୭) ବୋଲି ଜଣାପଡିଛି । ଗିରଫ ଅଭିଯୁକ୍ତ ମାନଙ୍କୁ ଆଜି ସନ୍ଧ୍ୟାରେ କୋର୍ଟଚାଲାଣ କରାଯାଇଥିବା ନେଇ ରାତି ୯ ଟାରେ ଥାନା ଅଧିକାରୀଙ୍କ ଠାରୁ ସୂଚନା ମିଳିଛି ।

MORE NEWS