ନିମାପଡା: କିଟ୍ NSS ଶିବିରରେ ନିମାପଡ଼ା ମହାବିଦ୍ୟାଳୟର ଭବ୍ୟ ସମ୍ବର୍ଦ୍ଧନା
Nimapada, Puri | Nov 15, 2026 କିଟ୍ ବିଶ୍ୱବିଦ୍ୟାଳୟଠାରେ ଚାଲିଥିବା ପୂର୍ବାଞ୍ଚଳ ପ୍ରାକ୍ ଗଣତନ୍ତ୍ର ଦିବସ ପରେଡ୍ ଶିବିରରେ ନିମାପଡ଼ା ମହାବିଦ୍ୟାଳୟ NSS ୟୁନିଟ୍ ପକ୍ଷରୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ। ୧୦ଟି ରାଜ୍ୟର ୨୦୦ ପ୍ରତିନିଧି ଏଥିରେ ଅଂଶଗ୍ରହଣ କରିଛନ୍ତି।