Public App Logo
#ଭିଜିଲାନ୍ସ_ଜାଲରେ_ରାଜସ୍ୱ_ନିରୀକ୍ଷକ! ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ। ମାଲକାନଗିରି ଜିଲ୍ଲା ଝରାପାଲ୍ଲି ରାଜସ୍ୱ ନିରୀକ୍ଷକ ସୁରେଶ ବାଲା। ଗତ ନଭେମ୍ବର ୨୦୨୩ ମସିହାରେ ମଧ୍ୟ ଥରେ ଜମିପଟ୍ଟା ବାବଦରେ ୧୫ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲା ସୁରେଶ । ପୁଣି ଏକ ଜାତି ଗତ ପ୍ରମାଣ କରିଦେବା ନାଁରେ ୮ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ତାଙ୍କୁ ରଙ୍ଗୀନ ହାତରେ ଧରିଛି ଭିଜିଲାନ୍ସ। - Jeypore News