ଭୁବନେଶ୍ୱର: ଡ଼କ୍ଟର ଅରବିନ୍ଦ ଢାଲିଙ୍କ ବାସଭବନରେ ପହଞ୍ଚିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ
Bhubaneswar, Khordha | Oct 18, 2026
ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଡ଼କ୍ଟର ଅରବିନ୍ଦ ଢାଲିଙ୍କ ବାସଭବନରେ ପହଞ୍ଚି ଦୁର୍ଗାପୂଜାର ଶୁଭେଚ୍ଛା ଜଣାଇଛନ୍ତି। ଉଭୟଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ହୋଇଥିଲା।