Public App Logo
Jansamasya
News
Bjp
National
Police
Bihar
India
कांग्रेस
भाजपा
Congress
Modi
Delhi
Viral
Crime
Jharkhand
Up
Bollywood
दिल्ली
Breakingnews
महिला
Narendramodi
Madhya_pradesh
सोशल_मीडिया
Madhyapradesh
Pmmodi
Rahulgandhi
Ipl
Uttarpradesh
Haryana
Cricket

ବଲାଙ୍ଗୀର: ଶିବତଲା ରୋଡ଼ ରେ ବାଇକ ଦୁର୍ଘଟଣା ଜଣେ ଆହତ ମେଡିକାଲ ରେ ଭର୍ତ୍ତି

Balangir, Balangir | Nov 21, 2025
ଶିବତଲା ରୋଡ଼ ରେ ବାଇକ ଦୁର୍ଘଟଣା ଜଣେ ଆହତ ମେଡିକାଲ ରେ ଭର୍ତ୍ତି ଶିବତଲା ରୋଡ଼ରେ ବାଇକର ତୀବ୍ର ଗତି ଚାଳନାକୁ ଯୋଗୁଁ ଏକ ଦୁର୍ଘଟଣା ଘଟିଛି। ବାଇକ ର ଭାରସାମ୍ୟ ହରେଇ ପଡ଼ିଥିବା ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ଆହତଙ୍କ ପରିଚୟ ତରଣୀ ବରିହା ବୋଲି ଜଣାପଡ଼ିଛି, ଯିଏ କୁସଙ୍ଗ ଅଞ୍ଚଳର ନିବାସୀ। ଘଟଣା ପରେ ସ୍ଥାନୀୟ ଲୋକ ତୁରନ୍ତ ତାଙ୍କୁ ଉଦ୍ଧାର କରି ଆଜି ରାତି ପ୍ରାୟ ୯ଟା ସମୟରେ ରେ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ଭର୍ତ୍ତି କରାଇଥିବା ସୂଚନା ମିଳିଛି।

MORE NEWS