Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
यूपी
कानपुर
Pm
Uttarpradesh

ତେଲକୋଇ: ସଲେଇକେନା ଗାଁରେ ଗୋଠଛଡ଼ା ଦନ୍ତା , ଭୟର ଆତଙ୍କ ମଧ୍ୟରେ ଅଞ୍ଚଳ । ଧାନଖଳା, ପନିପରିବା ଫସଲ ଉପରେ ଟାରଗେଟ

Telkoi, Kendujhar | Dec 9, 2025
ସଲେଇକେନା ଗାଁରେ ଗୋଠଛଡ଼ା ଦନ୍ତା , ଭୟର ଆତଙ୍କ ମଧ୍ୟରେ ଅଞ୍ଚଳ । ଧାନଖଳା, ପନିପରିବା ଫସଲ ଉପରେ ଟାରଗେଟ। ତେଲକୋଇ ବନାଞ୍ଚଳ ସଲେଇକେନା ଗାଁରେ ହାତୀ ଆତଙ୍କ ,ପନିପରିବା ନଷ୍ଟ କରିବା ସହିତ ଭୟଙ୍କର ଗର୍ଜନରେ ଅଞ୍ଚଳ ପ୍ରକମ୍ପିତ ହେଉଛି । ବନ ବିଭାଗ ହାତୀକୁ କଡ଼ା ନଜର ରଖିଛି । ଆଜି ରାତ୍ରୀ ୧୧ଟା ୪୦ ମି. ସମୟର ସୂଚନା ।